ହେଡଲାଇନସ୍:

ଭେଉଁରିଆ ପଞ୍ଚାୟତରେ ବିଧାୟକଙ୍କ ଦ୍ବାରା ଶ୍ରମିକ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର  ବ୍ଲକ ଭେଉଁରିଆ ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ୨୮୮ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ଓ ୩୬ ଜଣଙ୍କୁ ବାର୍ଦ୍ଦକ୍ୟ/ବିଧବା ଭତ୍ତା ମାନ୍ୟବର ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦ୍ଵାରା ପ୍ରଦାନ କରାଗଲା । କାର୍ଯ୍ୟକ୍ରମକୁ ଭେଉଁରିଆ ସରପଞ୍ଚ ରଜନୀ ସାହୁ ପରିଚାଳନା କରିବା ସହିତ ଗ୍ରାମବାସୀ ଙ୍କୁ କରୋନା ଭୂତାଣୁ ବିଷୟରେ ସଚେତନ ବାର୍ତ୍ତା ଦେଇଥିଲେ।

0
0
0
s2sdefault