ହେଡଲାଇନସ୍:

ଆଉ ୪ କରୋନା ରୋଗୀ ଭୁବନେଶ୍ୱରରୁ (ଦେଖନ୍ତୁ ଟ୍ରାଭେଲ ହିଷ୍ଟ୍ରୀ ଓ ସତର୍କ ରୁହନ୍ତୁ )

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆଉ ଚାରି କରୋନା ରୋଗୀ ଚିହ୍ନଟ | ରାଜଧାନୀରେ ଚିହ୍ନଟ ହେଲେ ଏହି ୪ ନୂଆ ରୋଗୀ | ସଂଖ୍ୟା ପହଁଚିଲା ୬୦ ରେ | ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଚାରି ଜଣ ରୋଗୀଙ୍କ ତଥ୍ୟ ଅନୁଯାୟୀ ଜଣେ ରୋଗୀ ବମିଖାଲ ଲିଙ୍କ | ଜଣେ ଝାରପଡ଼ାରୁ | ଆଉ ଦୁଇଜଣ ବମିଖାଲ କଣ୍ଟନମେଣ୍ଟ ବେଳେ ହୋଇଛନ୍ତି ଚିହ୍ନଟ | ୫୭, ୫୮, ୫୯ ଓ ୬୦ ନମ୍ବର ରୋଗୀଙ୍କ  ବୟସ ଯଥାକ୍ରମେ  ୫୦, ୫୧, ୭୫ ଓ ୫୧ ବର୍ଷ | 

0
0
0
s2sdefault