ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡ କୁ ସହାୟତା ରାଶି ପ୍ରଦାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ଶାସକ ପ୍ରଶାସକ:- ପାଇକମାଲ ବ୍ଲକ  ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଂଚାୟତ କାର୍ଯାଳୟ ଠାରେ କରୋନା ମୁକାବିଲା ସକାଶେ ୫୦ଟି ସ୍ୱୟଂସହାୟକ ଗୋଷ୍ଠୀ କୁନେଇ ଗଠିତ ବୁକୁରାମୁଣ୍ଡା ପଂଚାୟତ ସ୍ତରୀୟ ମହିଳାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଟ ୫୧୦୦ଙ୍କା ମାତ୍ର ପ୍ରଦାନ କରାଯାଇଛିା ମହିଳା ସଂଘର ସଭାନେତ୍ରୀ ସୁଶ୍ରୀ ଟିକେଶ୍ୱରୀ ଦେବତା,ଏମ୍.ବି.କେ- ପୁଷ୍ପାଂଜଳୀ ଭୋଇ ସ୍ୱହସ୍ତ ରେ ସରପଂଚ ଅଭିମନ୍ୟୁ ବରିହା ଙ୍କ ଉପସ୍ଥିତି ରେ ପଂଚାୟତ ର ପି.ଇ.ଓ ବିର୍ଥରାମ ବରିହା ଙ୍କୁ ପ୍ରଦାନ କରଛନ୍ତିା

0
0
0
s2sdefault