ହେଡଲାଇନସ୍:

 କଟକରେ ବି ସଟ ଡାଉନ,  ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

H & FW Dept ଓଡିଶା @HFWOdisha

6th COVID positive case of the State detected in Cuttack with recent travel history to Delhi.

ଭଦ୍ରକ ଓ ଭୁବନେଶ୍ୱର ପରି କଟକରେ ବି ସଟ ଡାଉନ | ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ ହୋଇଥିବା ବେଳେ ତାଙ୍କର  କେଶ ହିଷ୍ଟ୍ରୀରୁ ସେ ଦିଲ୍ଲୀ ଯାଇଥିବା ଜଣାପଡିଛି | ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ବି ସଟ ଦଉନ ଲାଗୁ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି | 

0
0
0
s2sdefault