ହେଡଲାଇନସ୍:

କରୋନା ବିରୋଧୀ ଲଢେଇ , ଏପ୍ରିଲ ୫ରେ ରବିବାର ରାତି ୯ଟା ବେଳେ ୯ ମିନିଟ : ପ୍ରଧାନମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

New Delhi /Shasak Prashasak :କରୋନା ବିରୋଧୀ ଲଢେଇ : ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର | ଲୋକଙ୍କ ସହଯୋଗ ପାଇଁ ଜଣାଇଲେ କୃତଜ୍ଞତା | ଏ ଲଢେଇରେ ସମଗ୍ର ଦେଶ ଏକ, କେହି ଏକଲା ନୁହନ୍ତି | ଆମେ ସମସ୍ତେ ଏକାଠି କରୋନା ବିରୋଧରେ ଲଢେଇ କରୁଛେ | କରନା ବିରୋଧୀ ଲଢେଇରେ ସାମିଲ ସବୁ ମଣିଷକୁ କୃତଜ୍ଞତା ଜଣାଇବା ପାଇଁ ପୂର୍ବରୁ  ତାଳି ଓ ଥାଳି ବଜାଇବାକୁ ୫ ମିନିଟ ସମୟ ମାଗିଥିବା ମୋଦି ଆଜି ପୁଣି ମାଗିଛନ୍ତି ୯ ମିନିଟ  |  ଏପ୍ରିଲ ୫ରେ ରବିବାର ରାତି ୯ଟା ବେଳେ ୯ ମିନିଟ ଘରର ଲାଇଟ ବନ୍ଦ କରି  ନିଜ ଘରର ବାଲକୋନୀ ମହମବତୀ, ଟର୍ଚ୍ଚ, ଦୀପ ବା ମୋବାଇଲ ଫ୍ଲସ ଲାଇଟ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ | ହେଲେ ପୂର୍ବଥର ଭଳି କେହି ଏକାଠି ହେବେନି ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ |

0
0
0
s2sdefault