ହେଡଲାଇନସ୍:

ଲାଗିଛି ନିଆଁ, ନିୟନ୍ତ୍ରଣ ବାହାରେ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି ) ଶିମିଳିପାଳ ର କୋର ଏରିଆ ରେ ଜୋରରେ ନିଆଁ ଲାଗିଚି । ନିୟନ୍ତ୍ରଣ ର ବାହାରେ । ଗତ କାଲି ର ସେଟେଲାଇଟ ଦ୍ୱାରା ନିଆ ଯାଇଥିବା ଏହି ଚିତ୍ର ପ୍ରମାଣିତ କରୁଛି ।

0
0
0
s2sdefault