ହେଡଲାଇନସ୍:

ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ/ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବେଲତଇଳା ଗ୍ରାମର ସୁରେନ୍ଦ୍ର ଭୋଇ(45)ଙ୍କ ଟ୍ରକ ଧକ୍କା ରେ ମୃତ୍ୟୁ ଘଟିଛି I ସୁରେନ୍ଦ୍ର କୌଣସି କାମରେ ତାଙ୍କ ଶ୍ୱଶୁର ଘର ଠାକୁରପୁର ଯାଉଥିବା ସମୟରେ କଦଳୀଗଡ ପଞ୍ଚାୟତ  ଧଉରାଖମଣ (ନାର୍ସିରୀ) ନିକଟରେ ଏକ ଅଜଣା  ଟ୍ରକ ଧକ୍କା ଦେଇଥିଲା ଫଳରେ ବାଇକ ଆରୋହୀଙ୍କର ମୁଣ୍ଡ ଭାଗଟି ସମ୍ପୂର୍ଣ୍ଣ ଚାପି ହୋଇଯାଇଥିବା ବେଳେ  ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି I ଘଟଣା ସ୍ଥଳରେ ରେଢ଼ାଖୋଲ ଆଇଆଇସି ପ୍ରଶାନ୍ତ କୁମାର ସାମଲ ପହଞ୍ଚି ଘଟଣାଟି ତଦନ୍ତ କରୁଛନ୍ତି I

 

0
0
0
s2sdefault