ହେଡଲାଇନସ୍:

ବୁଲିଲା ୫ ଟି ଖଣ୍ଡା : ନିଲମ୍ବିତ ହେଲେ ବିଡ଼ିଓ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ପ୍ରତାପ ମେହେର  :- ହରଭଙ୍ଗା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରବୀନ୍ଦ୍ର ଶତପଥୀ ଙ୍କୁ ଆଜି ନିଲମ୍ବିତ କରାଯାଇଛି । ତାଙ୍କ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଦୁର୍ନୀତି ର ଅଭିଯୋଗ ଥିଲା । ଚାକିରି ସମୟ ଆଉ ୨ ମାସ ଥିବା ବେଳେ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି

ସୂଚନାଯୋଗ୍ୟ ଯେ "ମୋ ସରକାର"ରେ ଆବାସ ଯୋଜନା ଓ ଅପନୀୟ ଜଳ ଆଜି ପଶୁ ପଶୁ  ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ ଦୁର୍ନୀତି ବିରୋଧରେ | ବହିନୀ ହୋଇଯାଇଛି ୫-ଟି ଖଣ୍ଡାବୁଲା  ହରଭଂଗା ବ୍ଲକ ପୂର୍ବତନ ବିଡ଼ିଓ ରବୀନ୍ଦ୍ର ଶତପଥୀଙ୍କ ଠାରୁ | ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୀତିନିୟମ ନମାନି ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କରିଥିବା ଅଭିଯୋଗ ଆସିଥିଲା ତାଙ୍କ ବିରୋଧରେ | କେବଳ ବ୍ଲକ୍ର ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି ଦୁର୍ନୀତି ପାଇଁ | ସରକାର ସେ ଅଭିଯୋଗକୁ ତର୍ଜ୍ଜମା କଲାପରେ ଶ୍ରୀ ଶତପଥୀଙ୍କୁ ନିଲମ୍ବିତ କରିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି 

0
0
0
s2sdefault