ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କରମୀ ମାନଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ .....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀରରୁ ନିରୋଜ ମିଶ୍ର ଏବଂ ଗୁରୁ ଶଙ୍କର ପାଇକ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି କରମୀ ମାନଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ  ।  ....ବହୁ ସଂଖ୍ୟାରେ କଂଗ୍ରେସ କରମୀ ଓ ନେତା ବି ଗିରଫ ହୋଇଛନ୍ତି ବିକ୍ଷୋଭ ପ୍ରଦର୍ଶନ କଲା ବେଳେ  । ଗତକାଲି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଟି ପ୍ରଶ୍ନର ଜବାବ ମଗାଯାଇ ସହରସାରା ରଥ ବୁଲାଯାଇଥିଲା  କଂଗ୍ରେସ ଦଳ ୫ଟି ପ୍ରଶ୍ନ  । 

୧- ଆସନ୍ତା ୨୦୧୮ରେ ବଲାଙ୍ଗୀର ମେହିକାଲ କଲେଜରେ ନାମଲେଖା ହେବ ବୋଲି ଘୋଷଣା କରିବେ କହି ? 

୨- ବଲାଙ୍ଗୀରାର ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା  ଘୋଷଣା କରିବେ କି ? 

୩- ବହୁଦିନର ଦାବି କୃଷି ବିଶ୍ୱବିଦ୍ୟାଳୟ  ପ୍ରତିଷ୍ଠା ଘୋଷଶ କରିବେ କି ? 

୪- ବେକାରୀ ସମସ୍ୟା ଦୂରୀକରଣ ପାଇଁ କଂଟାବାଞ୍ଜିରେ ରେଲ ୱାଗନ  ପ୍ରତିଷ୍ଠାପାଇଁ କେନ୍ଦ୍ରକୁ   ଚିଠି ଲେଖିବେ କି ? 

୫- ଦେଓଗାଁ ବିଜୟାନନ୍ଦ ଚିନି କଳ କେବେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଘୋଷଣା କରିବେ ?

0
0
0
s2sdefault