‘ସ୍ୱଚ୍ଛ ଭାରତଅଭିଯାନ’ ରାଜ୍ୟ କମିଟି ନାମ ତାଲିକା ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେସ୍ୱଚ୍ଛଭାରତ ଅଭିଯାନ ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି ରାଜ୍ୟ କମିଟି ନାମ ତାଲିକା ଘୋଷଣା କରିଛନ୍ତି । ଏହି କମିଟିରେ ମହେଶ ମିଶ୍ର, ଲମ୍ବୋଦର ନାୟକ, କାଳିପ୍ରସାଦ ମିଶ୍ର ଏବଂ ଶ୍ରୀମତୀ ପଦ୍ମଜା ଦେବତା ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

0
0
0
s2sdefault