ହେଡଲାଇନସ୍:

ପାଞ୍ଚ ରାଜ୍ୟ ନିର୍ଵାଚନ ପାଇଁ ତାରିଖ ଘୋଷିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟ ନିର୍ଵାଚନ ପାଇଁ ତାରିଖ ଘୋଷିତ ହୋଇଛି | ଆଜି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଓ ରାଜୀବ କୁମାରଙ୍କ ଉପସ୍ଥିତିରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି |
ଫେବୃଆରୀ ୧୪ ରେ ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଗୋଆରେ ଏକକ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ମଣିପୁରରେ ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ ରେ ଭୋଟ୍ ହେବ | ସେହିପରି ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ଅର୍ଥାତ ଫେବୃଆରୀ ୧୦, ୧୪, ୨୦, ୨୩, ୨୭ , ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ରେ ମତଦାନ ହେବ | ସମସ୍ତ ଭୋଟ ଗଣନା ମାର୍ଚ୍ଚ 10 ରେ ହେବ |

0
0
0
s2sdefault