ହେଡଲାଇନସ୍:

କୋଭିଡ ଲଢେଇ  :  ଆରମ୍ଭ ହେଲା ଗଣଟୀକା ଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା 

ଲଣ୍ଡନ: ଆରମ୍ଭ ହେଲା ଗଣଟୀକା ଦାନ , ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା | ବ୍ରିଟେନରେ  ଆରମ୍ଭ ହୋଇଥିବା ଗଣଟୀକାଦାନ କାର୍ଯ୍ୟକ୍ରମ ଅନ୍ତର୍ଗତ  ଉତ୍ତର ଆୟର୍ଲାଣ୍ଡର 90 ବର୍ଷ ବୟସ୍କା ମହିଳା ମାର୍ଗେଟ୍ କିନ୍ନ୍ ମଙ୍ଗଳବାର ଦିନ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବରେ Pfizer / BioNTech COVID-19 ଟିକା ଗ୍ରହଣ କରିଛନ୍ତି | 

ଉତ୍ତର ଆୟର୍ଲାଣ୍ଡର ଏନନିସ୍କିଲେନରେ ବସବାସ କରୁଥିବା କିନନ କହିଛନ୍ତି ଯେ କୋଭେନଟ୍ରି ୟୁନିଭରସିଟି ହସ୍ପିଟାଲରେ ଟୀକା ଗ୍ରହଣ କରିଥିବା ଯୋଗୁ  ନିଜକୁ ଅତ୍ୟଧିକ ସେ ଭାଗ୍ୟବାନ ମନେ କରୁଛନ୍ତି | 

0
0
0
s2sdefault