ପୁଲୱାମାରେ ଏନକାଉଣ୍ଟର : ଜଣେ ଯବାନ ସହିଦ , ଜଣେ ଆତଙ୍କବାଦୀ ନିହତ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଶ୍ମୀର (ଏଜେନ୍ସି) :  ପୁଲୱାମାରେ ଚାଲିଛି ଏନକାଉଣ୍ଟର ସେନା-ପୋଲିସ  ଆଉ ଆତଙ୍କବାଦୀଂକ ଭିତରେ | ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ୍ ପୋଲିସ୍  ପକ୍ଷରୁ କୁହାଯାଇଥିବା ବେଳେ ଏହି ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଚିନାର କର୍ପସ, ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି |  ଗୋଟିଏ AK ସହିତ ଗ୍ରେନେଡ୍, ପାଉଚ୍ ଆଦି ଜବତ ହୋଇଥିବା ଜଣାପଡିଛି  | ସର୍ଚ୍ଚ ଅପରେସନ ଜାରି  ରହିଛି | 

0
0
0
s2sdefault