ହେଡଲାଇନସ୍:

ଟ୍ରାକରେ ଓହ୍ଳାଇଲା ରେଳ ସାଇକେଲ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆଦିଲ୍ଲୀ(ଶାସକ ପ୍ରଶାସକ) ରେଳବାଇ ପକ୍ଷରୁ ରେଳ ଟ୍ରାକରେ ଓହ୍ଳାଇଛି  ରେଳ ସାଇକେଲ | ଟ୍ରାକ ଯାଞ୍ଚ, ମନିଟରିଂ ଏବଂ ଜରୁରୀ ମରାମତି ପାଇଁ ରେଳ ଟ୍ରାକରେ ଶୀଘ୍ର ଯାତ୍ରା କରିବା ପାଇଁ ଏହି ରେଲସାଇକେଲ ବେଶ ସହାୟକ ହେବ | ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ଏକ ସରଳ ଉଦ୍ଭାବନ | ଏହାର ଓଜନ ମାତ୍ର 25 କିଲୋଗ୍ରାମ ଏବଂ ରେଳ ଟ୍ରାକରେ ଏହାର ଗତି 15 କିଲୋମିଟର ପ୍ରତି ଘଣ୍ଟା  ଅଟେ | ଟ୍ରେନ୍ ଯିବା ପୂର୍ବରୁ ଟ୍ରାକର ଯାଞ୍ଚ ପାଇଁ ଏହା ବେଶ ସହାୟକ ହେବ | ଏହା ସହଜରେ ଦୁଇ ଜଣଙ୍କୁ ବହନ କରି ଟ୍ରାକ ଉପରେ ଅନାୟାସରେ ଯାତ୍ରା କରିପାରେ |

 

0
0
0
s2sdefault