ହେଡଲାଇନସ୍:

ବାରାମୂଳା ନୌଗାମ ସେକ୍ଟରରେ ଉତ୍ତେଜନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ(ଏଜେନ୍ସି)  ପାକିସ୍ଥାନ ଉଲ୍ଲଙ୍ଘନ କରିଛି ଯୁଦ୍ଧବିରତି | ଆଜି ଭୋର ସମୟରେ ବାରାମୁଳା ନୌଗାମ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ହୋଇଛି ଏହି ଉଲ୍ଲଂଘନ | ପାକଁ ସେନା ପକ୍ଷରଯୁ ଗୋଳା ବର୍ଷଣ, ଭାରତୀୟ ସେନାର ପାଲଟା ଉତ୍ତର |

0
0
0
s2sdefault