ହେଡଲାଇନସ୍:

ଭାରତ-ଚାଇନା ସୀମା ଉତ୍ତେଜନା ପ୍ରସଙ୍ଗ : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଭାରତ- ଚୀନ ସୀମାରେ ସୃଷ୍ଟ ପରିସ୍ଥତି ଉପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ ବୈଠକ | ଆଜି ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଯୋଗ ଦେବେ | ଭିଡିଓ କନଫରେନସିଂରେ ଅନୁଷ୍ଠିତ ହେବାକୁ ଥିବା ଭର୍ଚ୍ୟୁଏଲ ବୈଠକରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବିଜେପି ସଭାପତି ଜେ ପି ନଡ୍ଡା ହୋଗୀ ଦେବେ ବୋଲି ଜଣାପଡିଛି | ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ଥିବା ବେଳେ ଏହି ବୈଠକକୁ ଡକାଯାଇନଥିବା ଆପ ପକ୍ଷରୁ କୁହାଯାଇଛି |

0
0
0
s2sdefault