ହେଡଲାଇନସ୍:

ରେକର୍ଡ ଭାଙ୍ଗିଲା କରୋନା :  ଦିନକରେ  ପ୍ରାଣ ହରାଇଲେ ୨୦୦୩ ଜଣ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏସପିବି ) : ସବୁ ଦିନର ରେକର୍ଡକୁ ଭାଙ୍ଗି ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ  କରୋନାରେ ପ୍ରାଣ ହରାଇଛନ୍ତି ୨୦୦୩ ଜଣ |  ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧,୯୦୩ରେ ପହଂଚିଛି | ଏହା ସହିତ ଗତ ୨୪ ଘଣ୍ଟା  ମଧ୍ୟରେ ୧୦, ୯୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୪,୦୬୫ରେ ପହଂଚିଛି | 

0
0
0
s2sdefault