ହେଡଲାଇନସ୍:

ହ୍ୟାଟ୍ରିକ ମାରିଲା କରୋନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ ( ଏସପିବି)  ଲଗାତାର ତୃତୀୟ ଦିନ ପାଇଁ ୧୧ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୧୧, ୫୦୨ ଜଣ |  ଫଳରେ ଆଜି କୋବିଦ-୧୯ ଟାଲି ପହଂଚିଛି ୩,୩୨,୪୨୪ ରେ | ଆଉ ମୃତ୍ୟୁ ସଂଖ୍ୟା ପହଂଚିଛି ୯୫୨୦ | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦% ଅର୍ଥାତ ୧,୬୯,୭୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି |  ସମଗ୍ର ବିଶ୍ୱରେ ଆଜି ଯାଏ  ୭.୮  ନିୟୁତ ବା ୭୮ ଲକ୍ଷ ଲୋକ କରନା ଆକ୍ରାନ୍ତ ହୋଇଥିବା ବେଳେ ୪,୩୨,୬୩୨ ଜଣ ଏ ରୋଗରେ ପ୍ରାଣ ହରାଇଲେଣି ବୋଲି  ଆମେରିକାର ଜୋହାନ୍ସ  ହୋପକିନସ ୟୁନିଭର୍ସିଟି ପକ୍ଷରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି | 

0
0
0
s2sdefault