ହେଡଲାଇନସ୍:

ଗୋଟିଏ ଦିନରେ ୧୧,୯୨୯ ଆକ୍ରାନ୍ତ, ୩୧୧ ମୃତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୁଆଦିଲ୍ଲୀ(ଏସପିବି) : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଗତକାଲି ୧୧୪୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏଜି ସଂଖ୍ୟାରେ ପ୍ରାୟ ୫୦୦ ବୃଦ୍ଧି ହୋଇଛି | ଆଜି ଦେଶରେ ଚିହ୍ନଟ ହୋଇଥିବା କରୋନା ସଂଖ୍ୟା ୧୧,୯୨୯ | ଆଜି ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା  ୩, ୨୦,୯୨୨ରେ ପହଂଚିଛି  | ଗତ ୨୪ ଘଣ୍ଟା ଭିତରେ ୩୧୧ ଜଣଙ୍କ ମୃତ୍ୟୁ ଘଟି  ଆଜି ତାରିଖରେ ଦେଶରେ ମୃତ୍ୟୁସଂଖ୍ୟା  ୯,୧୯୫ରେ ପହଂଚିଛି | ସବୁଠାରୁ ପ୍ରଭାବିତ ରାଜ୍ୟଭାବେ ମହାରାଷ୍ଟ୍ର , ଦିଲ୍ଲୀ, ଗୁଜରାଟ, ତାମିଲନାଡୁ ରହିଛି | 

0
0
0
s2sdefault