ହେଡଲାଇନସ୍:

ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସାରା ପୃଥିବୀରେ କରନା ମୃତ୍ୟ ସଂଖ୍ୟା ଡ଼େଇଁଲାଣି ୪,୨୫,୦୦୦ | ଭାରତରେ ମୃତ୍ୟୁ ସଂଖ୍ୟା ପହଂଚିଲାଣି ୮,୮୮୪ | ଏବେ ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା  | ଗତ ୨୪ ଘଣ୍ଟା ମଧ୍ୟରେ ସର୍ବକାଳୀନ ରେକର୍ଡ ୧୧,୪୫୫ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି | ସର୍ବାଧିକ ପ୍ରଭାବିତ  ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲାଣି ଲକ୍ଷେ  ଓ ମୃତକଙ୍କ ସଂଖ୍ୟା ପହଁଚିଲାଣି  ୩୭୧୭ରେ  । ଦିଲ୍ଲୀରେ ବି ପରିସ୍ଥତି ନିୟନ୍ତ୍ରଣ ବାହାରେ | ଏଯାବତ  ୩୬ ହଜାରରୁ ଅଧିକ ଆକ୍ରାନ୍ତ ଯୋଇଥିବା ବେଳେ ପ୍ରାଣ ହରାଇଲେଣି ପ୍ରାୟ ୧୨୧୪ ।

0
0
0
s2sdefault