ହେଡଲାଇନସ୍:

ପୁଅର ପ୍ରେମକୁ ବିରୋଧ କରି ଘରେ ତାଲା ପକାଇଲେ ମା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

 
କେନ୍ଦ୍ରାପଡ଼ାରୁ ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତରର୍ଗତ ନିମପୁର ସାସନ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଘଟଣା | ଶାସନ ଗ୍ରାମର ଅଶୋକ ମଳିକ (୨୫)ପିତା-ଅଧର ମଳିକ ସେ ଗତ ୬ବର୍ଷ ହେଲା ସେହି ଗ୍ରାମର ଝିଲିଆ ମଳିକ (୧୯)ପିତା-ସୁଦର୍ଶନ ମଳିକ କଂ ଝିଅ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା ପ୍ରେମ ସଂପର୍କ ହେବାପରେ ବିଗତ ୬ମାସ ହେଲା ଝିଅ ସହିତ ମଧ୍ୟ ଦେହ ସଂପର୍କ ରଖିଥିଲା ! ଅଶୋକ ମଳିକଙ୍କ ବାପା ମା ଅଶୋକ ପାଇଁ ବାହାଘର ଠିକ୍ କରିବା ପରେ ଅଶୋକ ମଳିକ ଘରେ ବାହା ହବାପାଇଁ ମନା କରିଥିଲେ |  ଆଉ ଘରେ ବି କହିଥିଲେ ଯେ ମୁଁ ଝିଲିଆକୁ ପ୍ରେମ କରୁଛି ତାକୁ ବିବାହ କରିବି ! କିନ୍ତୁ ତାଙ୍କୁ  ବିରୋଧ କରିଥିଲେ 
 ଘରଲୋକେ, ବାପା ମା କହିଥିଲେ ଆମେ ଯେଉଁଠି ଠିକ୍ କରିବୁ ତୁ ସେଇଠି ବାହା ହବୁ ! ବାପାମାଙ୍କ ଠାରୁ ସୁଣିବା ପରେ ଅଶୋକ ଫୋନ କରିଥିଲେ ଝିଲିଆକୁ ଆମ ଘରେ ମନା କରୁଛନ୍ତି ତୁ ଆମ ଘରକୁ ପଳେଇଆସେ , ମୁଁ ତତେ ବାହାହେବି | ଝିଲିଆ ଅଶୋକ ଘରକୁ ଆସିବା ପରେ ଅଶୋକର ମା  ଝିଲିଆ କୁ ବିରୋଧ କରିଥିଲେ | ଅଶୋକକୁ କୁଆଡେ ବିଦା କରିଦେଇଥିଲେ ଓ ନିଜେ ଘରେ ତାଲା ପକାଇ ଫେରାର ହୋଇଯାଇଥିଲେ | ଝିଲିଆଙ୍କ  ପରିବାର ଖବରପାଇ ପଟ୍ଟାମୁଣ୍ତାଇ ଥାନାରେ ଅଭିଯୋଗ କରିଛନ୍ତି ! ଝିଲିଆ ୨୦. ୦୧.୧୮ ଦିନ ସକାଳ ଠାରୁ ସଂନ୍ଦ୍ୟା ପର୍ଯ୍ୟନ୍ତ ଅଶୋକ ଘର ସମୁକ୍ଷରେ ବସିରହିଥିବାର ଦେଖିବାକୁ ମିଳିଥିଲା ।
 
0
0
0
s2sdefault