ବିଦ୍ୟୁତ ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ରେ ଚଢି କାମ କରୁଥିବା କୁଦଣ୍ଡ ମଲ୍ଲିକ ନାମକ ଜଣେ 28 ବର୍ଷୀୟ ଯୁବକ , ଖୁଣ୍ଟ ରୁ ଖସି ପଡି ମୃତ୍ୟୁ ବରଣ କରଥିବାର ଜଣା ପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ପାଇକମାଲ ବ୍ଲକ ଚେରେଙ୍ଗାଝାଞ୍ଜ ଗ୍ରାମର କୁଦଣ୍ଡ ପାଇକମାଲ ବିଦୂତ ଅଫିସ ଅଧୀନରେ କାର୍ୟ୍ଯ କରୁଥିଲେ । ମଧ୍ୟନ୍ହ ରେ ଖାଇ ସାରି ଏକ ଘରେ ବ8ଦ୍ୟୁତ ସଂଯୋଗ କରିବାକୁ ଯାଇ ଖୁଣ୍ଟ ରେ ଚଢିଥିଲେ । ବିଦ୍ୟୁତ ସଂଯୋଗ କରି ସରିବା 0ଅରେ ତଳକୁ ଓଲ୍ହାଉ ଥିବା ସମୟରେ ଖୁଣ୍ଟରୁ ପଡି ଯାଇଥିବା ସୂଚନା ରହିଥିବା ବେଳେ ଲୋକଙ୍କ ଭିତରେ ଅନ୍ୟ ପ୍ରକାର ସନ୍ଦେହ ସୃଷ୍ଟି ହେଉଛି । ଏଠାରେ ସୂଚନାଯୋଗ୍ୟ ଯେ ମୃତକ ଙ୍କର ଗତ ବର୍ଷ ବିବାଜ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ତାଙ୍କର କୋଣସି ସନ୍ତାନ ନ ଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ର ପ୍ରକୃତ କାରଣ ପୋଲିସ ଓ ନିଭାଗ ର ତଦନ୍ତ ଓ ଶବ ବ୍ୟବଛେଦ ର ରିପୋର୍ଟ ଆସିବା ପରେ ଜଣା ପଡିବ ।।

0
0
0
s2sdefault