ହେଡଲାଇନସ୍:

ଅଜଣା ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାନଖେମୁଣ୍ଡି, [ରମେଶ ପ୍ରଧାନ ] : ପାଟପୁର ଥାନା ପଳାସପୁର,ଡ଼େଙ୍ଗାଉସ୍ତା ବିଜୟ ଆଦିକନ୍ଦପୁର ପାହାଡ଼ ଜଙ୍ଗଲ ସ୍ଥାନରୁ ଶବ ଅଜଣା ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ହ ଠାରୁ ସୂଚନା |ଶବ ଟିର ଏ ପର୍ଯ୍ୟନ୍ତ ପରିଚୟ ମିଳିପାରିନଥିବା ଜଣାପଡିଛି |ଶବ ନିକଟ ରୁ କଳା ଚଷମା ଜବତ ହୋଇଥିବା ବେଳେ ନାଲି ରଙ୍ଗର ସାର୍ଟ କଟନ ଜିନ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଯାହାର ଉଚତା ପ୍ରାୟ 5ଫୁଟ 2 ଇଞ୍ଚ ହେବ |ସାମନ୍ୟ ମୋଟା ଶ୍ରେଣୀର ଯୁବକ ବୋଲି ଅନୁମାନ କରାଯାଉଛି |ଶବ ଟି ତିନି ରୁ ଚାରି ଦିନ ହେବ ପଡି ରହିଥିବା ଅନୁମାନ କରାଯାଉଛି |ଯଦି ଏଭଳି ବ୍ୟକ୍ତି ନିଖୋଜ ଅଛନ୍ତି ତାହେଲେ ତୁରନ୍ତ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଯୋଗାଯୋଗ ନମ୍ବର 9438916738 ରେ ଜଣାଇବାକୁ ଅନୁରୋଧ କରିଛନ୍ତି |

0
0
0
s2sdefault