ବେଆଇନ ବାଣ କାରଖାନା ଉପରେ ଚଢ଼ାଉ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର ରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ; ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଲେଖନପୁର ଓ ସମନ୍ତରାପୁର ଗ୍ରାମରେ ବେଆଇନ ବାଣ ତିଆରି ହେଉଥିବାର ସୂଚନା ପାଇ,ଖୋର୍ଦ୍ଧା ଉପଜିଲାପାଳ ସରୋଜ ସାହୁଙ୍କ ନିର୍ଦେଶ କ୍ରମେ ,ଖୋର୍ଦ୍ଧା ଏସଡିପିଓ ହରିହର ପାଣି,ଟାଉନ ଥାନା ଅଧିକାରୀ,ବେଗୁନିଆ ଥାନା ଅଧିକାରୀ, ବେଗୁନିଆ ତହସିଲଦାର ଓ ବାଘମାରି ଫାଣ୍ଡି ଅଧିକାରୀ ଙ୍କ ମିଳିତଭାବେ ଚଢ଼ଉକରୀ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛନ୍ତି। ସମସ୍ତ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

0
0
0
s2sdefault