ହେଡଲାଇନସ୍:

 ଇନଫ୍ରା ନିର୍ଦେଶକ ପ୍ରତାପ ପଣ୍ଡାଙ୍କୁ ଜାମିନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବମିଖାଲ ଫ୍ଲାଏଓଭର  ଭଙ୍ଗା ଘଟଣା :  ଗିରଫ ହୋଇଥିବା ପଣ୍ଡା ଇନଫ୍ରା ନିର୍ଦେଶକ ପ୍ରତାପ ପଣ୍ଡାଙ୍କୁ ମାନ୍ୟବର ହାଇକୋର୍ଟ ଦେଲେ ସର୍ତ୍ତ ମୂଳକ ଜାମିନ  । ନିର୍ଦେଶ ଦେଲେ ତଳ କୋର୍ଟ ଧାର୍ଯ୍ୟ କରିବେ ସର୍ତ୍ତ  ସେପ୍ଟେମ୍ବର ୧୧ ତାରିଖରେ କମିସସନରଟେ ପୋଲିସ ତାଙ୍କୁ କରିଥିଲା ଗିରଫ  

0
0
0
s2sdefault