ରାଉରକେଲା/ରାଉରକେଲା ରୁ ବସନ୍ତ କୁମାର ଜେନା : ରାଉରକେଲା ବିଜୁ ଜନତା ଦଳର ବରିଷ୍ଟ ଆଇନିଜୀବୀ ଶ୍ରୀ ସତ୍ୟ ନାରାୟଣ ମହାପାତ୍ରଙ୍କ ମାଆ ଗତ କାଲି ସ୍ବର୍ଗାହରଣ କରିଥିଲେ । ସାନପୁଅ ଶ୍ରୀ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ଆଗମନକୁ ଅପେକ୍ଷା କରି ଆଜି ବେଦବ୍ୟାସ ମୁକ୍ତି ସ୍ମଶାନ ଠାରେ ଶେଷକୃତ୍ୟ ସମ୍ପର୍ଣ କରାଯାଇଅଛି । ବଡପୁଅ ସତ୍ୟନାରାୟଣ ମହାପାତ୍ର ମୁଖାଗ୍ନି ଦେଇଥିଲାବେଳେ ଅନ୍ୟ ଚାରିଭାଇ,ଆଶୁତୋଷ ମହାପାତ୍ର,ହରମୋହନ ମହାପାତ୍ର,ମୃତ୍ୟୁଞ୍ଜୟ ମହାପାତ୍ର ଓ ସୌମ୍ୟ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ । ଦୀର୍ଘ ସତୁରୀ ବର୍ଷରୁ ଉର୍ଦ୍ଧ ବସବାସ କରି ମହାପାତ୍ର ପରିବାର ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିବାରୁ ପାନପୋଷ ଏବଂ ଛେଣ୍ଡ କଲୋନୀର ବହୁ ବ୍ୟକ୍ତିବିଶେଷ ମାନେ ଶଙ୍କିର୍ତନ ସହିତ ହରିନାମ କରି ଶବଧାରରେ ଯୋଗ ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏହାପୁର୍ବରୁ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଛେଣ୍ଡକଲୋନୀ ଠାରେ ଏକ କର୍ମି ସମ୍ମିଳନୀରେ ସ୍ଵର୍ଗୀୟ କୃଷ୍ଣପ୍ରିୟା ମହାପାତ୍ରଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଇ ଗଭୀର ଶ୍ରାଦ୍ଧଞ୍ଜଳି ଜଣାଇଥିଲେ । ସ୍ଵର୍ଗୀୟ କୃଷ୍ଣପ୍ରିୟା ମହାପାତ୍ରଙ୍କର ଶେଷ ଦର୍ଶନ କରିବାପାଇ ଦଳର ବରିଷ୍ଟ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି,ପୂର୍ବତନ ପୌରାଧକ୍ଷ୍ୟା ଶ୍ରୀମତୀ ରଶ୍ମିବାଲା ମିଶ୍ର,ନାରିନେତ୍ରୀ ଯୋଶନା ନାୟକ,ଜର୍ଜ ଆନନ୍ଦ,ଶ୍ରୀଚରଣ ମହାନ୍ତି ,ଆଇନିଜୀବୀ ସଂଘର ସମ୍ପାଦକ ଅକ୍ଷୟ ସାହୁ,ସୋମେନ ରାୟ,ରବୀନ୍ଦ୍ର କୁମାର ତ୍ରିପାଠୀ,ଯୁଗଳ ଆଚାର୍ଯ୍ୟ ପ୍ରମୁଖ ବହୁ ସ୍ଥାନୀୟ ଲୋକମାନେ ଦର୍ଶନ କରିଥିବାବେଳେ, ଶେଷକାର୍ଯ୍ୟ ସମ୍ପୁର୍ଣ ପର୍ଯ୍ୟନ୍ତ ଜିଲା ଉପସଭାପତି ଜୟନ୍ତ କୁମାର ମିଶ୍ର,ଆଇନିଜୀବୀ ସଂଘର ସଭାପତି ସୁରେଶ ଚନ୍ଦ୍ର ମାଝି,ରଘୁନାଥ ପାଲ୍ଲି ନଗର ସଭାପତି ଆର୍ତ ମହାରଣା, ଯୁବ ବିଜେଡି ସଭାପତି ସୁଶାନ୍ତ ରାଉତ (ବୁବୁଲି),ଆଇନିଜୀବୀ ସଞ୍ଜଜୋକ ସନ୍ତୋଷ ନାୟକ, ବରିଷ୍ଟଆଇନିଜୀବୀ କୈଲାଶ ପ୍ରଧାନ,ଚନ୍ଦ୍ରମଣି ଜେନା,ବୈଷ୍ଣବ ମୋହରଣା,ଶରତ ବାରିକ।ଧିରେନ୍ଦ୍ର ଗଡନାୟକ,ଧିରେନ୍ଦ୍ର ପ୍ରସାଦ ଦାସ,,ଯୁବ ନେତା ମାନସ ମହାନ୍ତି,ପିଙ୍କୁ ଜୟସ୍ଵଳ, ଅମ୍ବୁଜ ସାହୁ, ସନ୍ତୋଷ ସାହୁ,ବିକାଶ ଶୁକ୍ଲା,ବିନୋଦ ସାହୁ,ସୁନୀଲ ଚୌରସିଆ,ରଞ୍ଜିତ ଝା,ପବନଜଲନ,ନୀରଜ ସାହୁ,ଛଗନଲାଲଜୟଶ୍ବାଲ,ଅଶୋକ ସାହୁ, ରମାକାନ୍ତ ପାଣ୍ଡେ,ବବନ ମୋହରାଜ,ଟୁନ। ସାହୁ,ତ୍ରିଲୋକନାଥଶୁକ୍ଲା,ବହୁସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଅଘଟଣ
ଧର୍ମପ୍ରାଣ। କୃଷ୍ଣପ୍ରିୟା ମହାପାତ୍ରଙ୍କର ଶେଷକୃତ୍ୟ ସମ୍ପୂର୍ଣ
- Hits: 411