ହେଡଲାଇନସ୍:

ଶ.....ତୁ ମାଡୁଆ ଟା...ତତେ ମାଡ ଦରକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 


ନିର୍ବାହୀ ଅଧିକାରୀ-ପୂର୍ବ ପୌରାଧ୍ୟକ୍ଷ ଉଚ୍ଚବାଚ, ପ୍ରସଙ୍ଗ ଯାଇ ଥାନାରେ



 ବାରିପଦାରୁଦିଲ୍ଲୀପ ମହାନ୍ତି : ବୈଠକ ଚାଲିଥିଲା କାଉନ୍ସିଲର | ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା | ହଠାତ ଲାଇଟ ପ୍ରସଙ୍ଗ ଉଠିଲା | କଥାବାର୍ତ୍ତା ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଉଚ୍ଚବାଚ ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣନନ୍ଦ ମହାନ୍ତି ଆଉ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଭିତରେ | ଉଚ୍ଚବାଚ ଏଭଳି ସ୍ତରକୁ ଚାଲିଗଲା ଯେ ଆଉ ଟିକେ ହୋଇଥିଲେ ହାତାହାତି ହୋଇଯାଇଥାନ୍ତେ | ହେଲେ ଏବେ ପ୍ରସଙ୍ଗ ଯାଇ ଥାନାରେ | ଏତଲା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଯେ ତାଙ୍କୁ ଶ୍ରୀ ମହାନ୍ତି " ଶଳା.....ତୁ ମାଡୁଆ ଟା...ତତେ ମାଡ ଦରକାର " ବୋଲି କହିବା ସହ ଆଉ କିଛି ଅପଶବ୍ଦ ପ୍ରୟୋଗ କରିଛନ୍ତି | କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଏତଲା ଉପରେ କେଶ ଦାଏର ହୋଇଛି ଯାହାର ନମ୍ବର ହେଉଛି ୧୦୭ | ଦଫା ୨୯୪, ୩୩୨, ୫୦୬ ଆଇପିସି | ଅପରପକ୍ଷ ମଧ୍ୟ ଏତଲା ଦେବା ପାଇଁ ସଜବାଜ ହେଇଥିବା ଖବର ଲେଖାବେଳକୁ ଜଣ ପଡିଛି |

 

0
0
0
s2sdefault