ହେଡଲାଇନସ୍:

 ଆର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଜିଡବ୍ଲ୍ୟୁ  ପମ୍ପସକୁ ଉକ୍ରୃଷ୍ଟ ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-03-18-bala.jpg - 348.92 kB

 ବଲାଙ୍ଗୀର/ niroj mishra : ଏମଏସଏମଇ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୧୮ରେ ଇଂଜିନିୟରିଂ ଉତ୍ପାଦ  ବିଭାଗରେ ଜିଡବ୍ଲ୍ୟୁ  ପମ୍ପସକୁ ଉକ୍ରୃଷ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହାର ପରିଚାଳନା ନିର୍ଦ୍ଦେଶକ  ସଂଜୀବ କୁମାର ପରିଡ଼ାଙ୍କୁ ପୁରସ୍କାର ଉପଢୌକନ ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲଏନ ଗୁପ୍ତା, ଶିଳ୍ପ ସଚିବ ଏସଆର ପ୍ରଧାନ ଓ ପିକେ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହିପରି ମେଳା ଓଡ଼ିଶାର ସମସ୍ତ ଜାଗାରେ ଆୟୋଜିତ ହେଲେ ଓଡ଼ିଶା ପାଇଁ ଉତମ ହେବ ବୋଲି ବକ୍ତାମାନେ ମତ ଦେଇଥିଲେ

 

0
0
0
s2sdefault