- Hits: 393
ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ
ବାରିପଦା(ଦିଲ୍ଲୀପ ମହାନ୍ତି)- ଅଣ୍ଡା ଚୋରାଇ ଖାଇବାକୁ ଆସିଥିବା ବେଳେ ଧରାପଡିଲା ୬ ଫୁଟିଆ ନାଗସାପ । ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ କାଠଶିରିଷି ଗାଁର କାହ୍ନୁଚରଣ ମିଶ୍ରଙ୍କ ଘରେ...