ହେଡଲାଇନସ୍:

ପ୍ରାଥମିକ ସଂସ୍କାର କେନ୍ଦ୍ରରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ରବିବାର ବାଳମୁକୁନ୍ଦ କେନ୍ଦ୍ର ଦ୍ୱାରା ପରିଚାଳିତ ପ୍ରାଥମିକ ସଂସ୍କାର କେନ୍ଦ୍ର ଗୁଡିକରେ ନୈତିକ ଶିକ୍ଷା ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି।
ଆଜି ସ୍ଥାନୀୟ କୁମ୍ଭାର ସାହି ସଂସ୍କାର କେନ୍ଦ୍ର ଓ ଅର୍ବନ ହଷ୍ଟେଲରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସେଠାରେ ପହଞ୍ଚି ପିଲାମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନତା କରାଇଥିଲେ। ନିଜେ ପରିଷ୍କାର ରହିବା ସହିତ ନିଜ ଘର ନିର୍ମଳ ରଖି ଆମ ପରିବେଶ ସ୍ୱଚ୍ଛ ରଖିବା ପାଇଁ ପରାମର୍ଶ ଦେଇଥିଲେ।

0
0
0
s2sdefault