- Hits: 610
ଅବ୍ୟବହୃତ ସାଂସଦ ପାଣ୍ଠିରୁ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ସାଂସଦ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ଚାଲିଛି। ମାତ୍ର ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ ନ ଥିବାରୁ ଅନେକ ରୋଗୀଙ୍କ...











