- Hits: 434
ଶବର ଆଦିବାସୀ ମାନଙ୍କ ନିଆରା ଦେବସ୍ନାନ ଯାତ୍ରା : ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାହାଡ଼ ଉପରେ ଶବର ଆଦିବାସୀ ମାନଙ୍କ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ନିଆରା ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିରେ ଏଭଳି ନିଆରା...








