- Hits: 438
ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭରଚୁଆଲ ମୋଡ଼ରେ ଉଦଘାଟିତ ହେଲା ଜିଲ୍ଲା ଓ ସେସନ ଜଜ କୋର୍ଟ ନୂତନ କୋଠା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ନିକଟରେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଏବଂ ସେସନ ଜଜ କୋର୍ଟର ନବନିର୍ମିତ ବିଲଡିଙ୍ଗ(କୋଠା) ମାନ୍ୟବର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ...