ହେଡଲାଇନସ୍:

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଣପୁର:(ସେକ୍ କୌସର):ଓଡ଼ିଶା ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବଙ୍କର ନିର୍ଦ୍ଦେଶ ଅନୁଯାୟୀ ଆଦ୍ୟ ତା.୧୦.୦୧.୨୦୨୬ ରିଖରେ ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ବାଣପୁର ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ଙ୍କ ମିଳିତ ଆୟୋଜନ ରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର -୨ ଠାରେ ୧୩୮ ବିଦ୍ୟାଳୟର ୧୩୮ ଜଣ ସହକାରୀ ଶିକ୍ଷକ ମାନଙ୍କୁ ବନ୍ଦେମତରମ୍ ଆବୃତ୍ତି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟ ସଂପ୍ରୁର୍ଣ୍ଣ ହୋଇଛି। ପ୍ରଶିକ୍ଷକ ଡଃ. ଅରବିନ୍ଦ ନାୟକ, ବିଶ୍ୱରଞ୍ଜିତା ପ୍ରଧାନ,ଓ ପ୍ରିୟଦର୍ଶିନୀ ମହାରଣା ଙ୍କ ଦ୍ଵାରା ତାଲିମ କାଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତା ୧୨.୦୧.୨୦୨୬ ରିଖରେ ସମସ୍ତ ବିଦ୍ୟାଳୟରେ ବନ୍ଦେମତରମ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାମୁହିକ ଗାନ କରାଯିବ ଏବଂ ବନ୍ଦମତରମ୍ ଗାନ ନିମନ୍ତେ ପ୍ରତିଯୋଗିତା କରାଯାଇ ବିଦ୍ୟାଳୟର ପ୍ରତ୍ୟେକ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପଞ୍ଚାୟତ ସମିତି ବାଣପୁର ଆନୁକୁଲ୍ୟରେ ପୁରସ୍କୃତ କରାଯିବ। ଉକ୍ତ କାର୍ଯ୍ୟକ୍ରମ କୁ ଗୋଷ୍ଟି ଶିକ୍ଷା ଅଧିକାରୀ, ସିଆରସିସି ପରିଚାଳନା କରିଛନ୍ତି।

0
0
0
s2sdefault