ତିନି ଅଙ୍କ ବିଶିଷ୍ଟ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୧୭ ଜିଲ୍ଲା
ରାଜ୍ୟରେ ଏଯାବତ ମୋଟ ପଜିଟିଭ ୪୨୦୧୨୯ , ସୁସ୍ଥ ହୋଇସାରିଲେଣି ୩୬୭୧୧୧
ଭୁବନେଶ୍ୱର : ଛ ହଜାର ଉପରେ ଆଜି ବି କରୋନା ରହିଥିବାବେଳେ ଗତକାଲି ତୁଳନାରେ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | କାଲି ୬୫୯୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି(ଗତ ୨୪ ଘଣ୍ଟାଭିତରେ) ଚିହ୍ନଟ ହୋଇଛନ୍ତି ୬୦୭୩ ଜଣ | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୨୫୫୧ ଜଣ | ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି ୩୫୨୨ ଜଣ | ଖୋରଧା ଜିଲ୍ଲାରେ ସର୍ବାଧିକ ୧୦୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୭ ନୂତନ ସଂକ୍ରମିତଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ବଲାଙ୍ଗୀର ଜିଲ୍ଲା | ଶହେରୁ ଅଧିକ ନୂତନ ଆକ୍ରାନ୍ତଙ୍କ ଜିଲ୍ଲା ତାଲିକାରେ ଅଛି ୧୮ ଟି ଜିଲ୍ଲା | ରିପୋର୍ଟ ଅନୁଯାୟୀ ଅନୁଗୁଳ ୨୩୯, ବରଗଡ ୨୮୬, କଟକ ୧୯୮, ଗଂଜାମ ୨୦୯, ଯାଜପୁର ୧୦୭ , ଝାରସୁଗୁଡା ୩୫୯, କଳାହାଣ୍ଡି ୨୭୭ , କେନ୍ଦୁଝର ୨୬୬ , ମୟୁରଭଞ୍ଜ ୧୪୯ , ନବରଙ୍ଗପୁର ୨୦୬ , ନୟାଗଡ ୧୧୦, ନୂଆପଡା ୪୦୦ , ପୁରୀ ୨୨୬, ସୁନ୍ଦରଗଡ ୩୭୧ ଓ ସମ୍ବଲପୁର ୧୫୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
District Wise Cases:
1. Angul: 239
2. Balasore: 78
3. Bargarh: 286
4. Bhadrak: 65
5. Balangir: 457
6. Boudh: 64
7. Cuttack: 198
8. Deogarh: 36
9. Dhenkanal: 12
10. Gajapati: 79
11. Ganjam: 209
12. Jagatsinghpur: 62
13. Jajpur: 107
14. Jharsuguda: 359
15. Kalahandi: 277
16. Kandhamal: 34
17. Kendrapada: 64
18. Keonjhar: 266
19. Khurda: 1092
20. Koraput: 76
21. Malkangiri: 29
22. Mayurbhanj: 149
23. Nawarangpur: 206
24. Nayagarh: 110
25. Nuapada: 400
26. Puri: 226
27. Rayagada: 77
28. Sambalpur: 158
29. Sonepur: 74
30. Sundargarh: 371
31. State Pool: 213
New recoveries: 4180
Cumulative tested: 9954739
Positive: 420129
Recovered: 367111
Active cases: 50958