- Hits: 1111
ଚାଷୀ ପ୍ରତିନିଧି, ବୀମା କମ୍ପାନୀ ଓ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ବିଫଲ, ପୁଣି ସମୟ ମାଗିଲା ବୀମା କମ୍ପାନୀ ।
ଚାଷୀଙ୍କୁ ମିଛ କହି ଖସିଯିବା ପାଇଁ ଚେଷ୍ଟା ଚଲାଇଛି ବୀମା କମ୍ପାନୀ ପନ୍ଦର ଦିନ ମଧ୍ୟରେ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାନଗଲେ ଆନ୍ଦୋଳନ ତୀବ୍ରତର ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ଲଖମରା, ବାଦୀକଟା ଓ ଭେଙ୍ଗରାଜପୁର...