୮୬,୦୫୨ ନୂଆ ପଜିଟିଭ କେଶ ,ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୪୨୦୮ ଜଣ
ଆଜି ଦେଶରେ ପ୍ରାଣ ହରାଇଛନ୍ତି ୧,୦୮୫, ଓଡ଼ିଶାରେ ୧୫
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ଅଠାବନ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ସେହିପରି ଓଡ଼ିଶାରେ ଟପିଛି ଦୁଇ ଲକ୍ଷ | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୮୬,୦୫୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୪୨୦୮ ଜଣ | ସାରାଦେଶରେ ଗତ ୨୪ ଘଣ୍ଟା ଭିତରେ ୧,୦୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଯାଇଛି ୧୫ ଜୀବନ | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୮,୧୮,୫୭୧ ହୋଇଥିବା ବେଳେ ଓଡ଼ିଶାରେ ତାହା ୨୦୧୦୯୬ ରହିଛି | ଏ ଯାବତ ଦେଶରେ ୪୭,୫୬,୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୦,୧୧୬ ରହିଥିବା ବେଳେ ଓଡ଼ିଶାରେ ସେହି ସଂଖ୍ୟା ୩୯୧୩୨ ରହିଛି |
ଆଜି ରାଜ୍ୟରେ ଛୀହ୍ନଟ ହୋଇଥିବା ୪୨୦୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬୨ ଜଣ ସଂଗରୋଧରୁ ଓ ୧୭୪୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୩୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ରାଜ୍ୟରେ ଏଯାବତ ୩୦୦୯୧୮୩ ଟି ନମୁନା ଯାଞ୍ଚ ହୋଇସାରିଲାଣି |
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୨୫ ଜଣ ଚିହ୍ନଟ ହୋଇଥିବା ଅନୁଗୁଳ ୧୯୪ , ବାଲେଶ୍ୱର ୧୧୮, ବରଗଡ ୧୧୪ , କଟକ ୪୬୫, ଜଗତସିଂହପୁର ୧୮୧, ଯାଜପୁର ୨୩୭, ଝାରସୁଗୁଡା ୨୦୫, କଳାହାଣ୍ଡି ୧୧୬, କେନ୍ଦ୍ରାପଡା ୧୧୦ , କନ୍ଧମାଳ ୧୦୨, ମୟୁରଭଞ୍ଜ ୧୫୪ ,ନବରଙ୍ଗପୁର ୧୩୧ ନୂଆପଡା ୧୭୫ , ପୁରୀ ୧୯୯, ସମ୍ବଲପୁର ୧୩୧ ଓ ଷ୍ଟେଟ ପୂଲରୁ ୨୨୪ ଜଣ ଚିହ୍ନଟ ଆକ୍ରାନ୍ତ ରହିଛନ୍ତି |
Covid-19 Report of odisha For 24th September
New Positive Cases: 4208
In quarantine: 2462
Local contacts: 1746
New Recovery: 3779
Cumulative Tested: 3009183
Positive: 201096
Recovered: quote
Active Cases: 39232
District Wise Cases
1. Angul: 194
2. Balasore: 118
3. Bargarh: 114
4. Bhadrak: 48
5. Balangir: 76
6. Boudh: 29
7. Cuttack: 465
8. Deogarh: 20
9. Dhenkanal: 68
10. Gajapati: 13
11. Ganjam: 63
12. Jagatsinghpur: 181
13. Jajpur: 237
14. Jharsuguda: 81
15. Kalahandi: 116
16. Kandhamal: 102
17. Kendrapada: 110
18. Keonjhar: 82
19. Khurda: 725
20. Koraput: 72
21. Malkangiri: 61
22. Mayurbhanj: 154
23. Nawrangpur: 131
24. Nayagarh: 52
25. Nuapada: 175
26. Puri: 199
27. Rayagada: 61
28. Sambalpur: 131
29. Sonepur: 26
30. Sundargarh: 80
31. State Pool: 224