- Hits: 381
୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାର ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖି ଛାତ୍ର ଅଭିଜିତ ପୁରସ୍କୃତ
ରାୟଗଡରୁ ସରୋଜ କୁମାର ସାହୁ: ଚଳିତ ବର୍ଷ ୭୬ତମ ସ୍ୱାଧୀନତା ଦିବସ ଅବସରରେ ମୂଖ୍ୟ ଅତିଥି ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ସମ୍ମଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ପରେ ରାୟଗଡ ଜିଲ୍ଲାର ଦଶମ ଶ୍ରେଣୀରେ ବିଭିନ୍ନ ବୋର୍ଡ଼ରେ...












