- Hits: 332
ବାଲେଶ୍ଵର ଜିଲ୍ଲାର ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ସୋର ଓ ଖଇରା ଅଞ୍ଚଳରେ ଶହ ଶହ ଲିଟର ଦେଶୀ ମଦ ଜବତ,
ଖଇରା(ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ଓ ସୋର ଅଞ୍ଚଳରେ ତା୨୯.୦୭.୨୦୨୩ ରିଖ ଦିନ ସୋର ଓ ଖଇରା ଅଞ୍ଚଳରୁ ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗର (ଭ୍ରାମ୍ୟମାଣ) ଅଧିକାରୀଙ୍କ ଦ୍ବାରା ଚଢ଼ାଉ କରାଯାଇ ଦୁଇଜଣ ଚୋରା ମଦ ବେପାରୀଙ୍କୁ ଗିରଫ...








