ହେଡଲାଇନସ୍:

ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମଲେଖା : ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ଲାଗି ନୂତନ ସମ୍ଭାବନା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ରାଜ୍ୟ ମୁକ୍ତ ବିଦ୍ୟାଳୟ ଚଳିତ ବର୍ଷ ବିଦ୍ୟାଳୟ ବାହାରେ ଥିବା ପିଲା ମାନଙ୍କ ଲାଗି ଏକ ନୂତନ ସମ୍ଭାବ୍ୟ ସୃଷ୍ଟି କରିଛି।
୧୫ ବର୍ଷରୁ ଉର୍ଦ୍ଧ୍ବ ୧୮ ବର୍ଷରୁ କମ୍ "Drop out" ଓ "AHSC Exam - 2023 " କୌଣସି କାରଣରୁ ଦେଇନପାରିଥିବା ପିଲାମାନଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (SIOS) ଏହି ଉପରୋକ୍ତ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଥମଥର ପାଇଁ ବିନା ଦେୟରେ join କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଇଚ୍ଛୁକ ପିଲାମାନେ ନିଜନିଜ ବ୍ଲକ୍ ଅଧୀନରେ ଥ‌ିବା SIOS study Center ଯଥା :- ଗୁମ୍ମା ବ୍ଲକ - ସରକାରୀ ଉଚ୍ଚ ବିଦ୍ୟାଳୟ (ଗୁମ୍ମା) , କାଶୀନାଗର ବ୍ଲକ - ଭି. ସରକାରୀ ଉଚ୍ଚ ବିଦ୍ୟାଳୟ (କାଶୀନାଗର) , ରାୟଗଡ ବ୍ଲକ - ସରକାରୀ ଉଚ୍ଚ ବିଦ୍ୟାଳୟ (ରାୟଗଡ) , ନୂଆଗଡ ବ୍ଲକ - ସରକାରୀ ଏଲ୍.ଏନ୍.ବି (ନୂଆଗଡ) , ଆର୍. ଉଦୟଗିରି ବ୍ଲକ - ସରକାରୀ ଉଚ୍ଚ ବିଦ୍ୟାଳୟ (ଆର୍.ଉଦୟଗିରି) , ମୋହନା ବ୍ଲକ - ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ (ଚନ୍ଦ୍ରଗିରି ) , ଗୋଷାଣୀ ବ୍ଲକ - ଏସ୍.କେ.ସି. ଜି ଉଚ୍ଚ ବିଦ୍ୟାଳୟ (ଗୁରାଣ୍ଡି)
1)Gumma Block - Govt. High School, Gumma
2) Kashinagar Block - V.Govt.High School, Kashinagar
3)Rayagada Block - Govt. High School, Rayagada
4) Nuagada Block - Govt.L.N.B.,Nuagada
5)R.Udayagiri Block - Govt.High School, R.Udayagiri
6)Mohana Block - Govt.Boys High School, Chandragiri
7) Gosani Block - S.K.C.G.High School, Gurandi
କିମ୍ବା ଜିଲ୍ଲା ହେଡକ୍ୱାର୍ଟର ଉଚ୍ଚ ବିଦ୍ୟାଳୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡିରେ ଦରଖାସ୍ତ କରି ତା. ୩୧/୭ /୨୦୨୩ ରିଖ ସୁଦ୍ଧା ନାମ ଲେଖାଇ ପାରିବେ।
District Science Supervisor ,Gajapati,
District Education Office, GAJAPATI

0
0
0
s2sdefault