- Hits: 692
"ରିଲସ ବନେଇବା, ପାର୍ଲର ଯିବା ଭଳି କ୍ଷଣିକ ଆନନ୍ଦ ଅପେକ୍ଷା ମାନସିକ ଶାନ୍ତି ପ୍ରତି ଗୁରୁତ୍ୱ ଦେବା ଜରୁରୀ"
'ମୋ କଲେଜ', 'ଇନରହୁଇଲ'ର ମିଳିତ ଉଦ୍ୟମ ରମାଦେବୀରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର ଭୁବନେଶ୍ୱର: ଆଜିର ଆଧୁନିକତା ଓ ଦୈନନ୍ଦିନ ଜୀବନଶୈଳୀ ମଧ୍ୟରେ ମାନସିକ ଚାପ, ଅତ୍ୟଧିକ ଚିନ୍ତା ଏବଂ ଉଦାସୀନତା ଆସିଥାଏ | ବିଶେଷ ଭାବେ...








