- Hits: 296
ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ, ଓଡିଶା ମୋ ପରିବାର ସହଯୋଗରେ ଗାଁ କୁ ଫେରିଲା ଶବ
ଭୁବନେଶ୍ଵର: ମୃତ୍ୟୁ ପରେ ଅନ୍ୟର ଦୁନିଆକୁ ଆଲୋକିତ କରିବା ପାଇଁ ଦାନ କରିଗଲେ ନିଜ ଚକ୍ଷୁ, କିନ୍ତୁ ଆର୍ଥିକ ଚାପରେ ଥିବାରୁ ପରିବାରବର୍ଗ ଶେଷକୃତ୍ୟ ପାଇଁ କୁମାରୀଙ୍କ ମୃତ ଶରୀର ନିଜ ଗ୍ରାମକୁ ନେଇପାରୁନଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ...