ହେଡଲାଇନସ୍:

୨୭ତମ କ୍ଲାସିକ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଆଠମଲ୍ଲିକ /ସନ୍ତୋଷ ମେହେର ):ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ  କିଆକଟା ଗ୍ରାମରେ ୨୭ତମ କ୍ଲାସିକ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ ହୋଇଯାଇଛି I ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି   ଭାବରେ ଯୁବ ସମାଜସେବୀ ମନୋଜ କର୍ଣ୍ଣ, ଦେବଦତ୍ତ ପ୍ରଧାନ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ପ୍ରଥମମ୍ୟାଚ ରେ ସୁପର ଇଲେକ୍ସନ ବୌଦ୍ଧ ୩୫ରନରେ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ କିଆକଟା ଟିମ୍ ୬ୱିକେଟ୍ ରେ ନାକଚି ଟିମକୁ ପରାସ୍ତ କରିଥିଲା I ଦଳ ପକ୍ଷରୁ ଲିକୁନ କୁମାର ଦାସ ସର୍ବାଧିକ ୫୭ରନ ସଂଗ୍ରହ କରି ମ୍ୟାନଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଥିଲେ I ଉକ୍ତ ଟୁର୍ଣ୍ଣାମେଣ୍ଟ୍ କୁ ସ୍ୱାଧୀନ କୁମାର ପାଣ୍ଡେ ଓ ଶ୍ରୀପତି ଦାନୀ ପରିଚାଳନା କରିଥିଲେ I

0
0
0
s2sdefault