ହେଡଲାଇନସ୍:

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ ଅମୀନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ବାରିପଦା/  ଦିଲ୍ଲୀପ ମହାନ୍ତି : ମୟୁରଭଞ୍ଜ ସରକାରି କର୍ମଚାରୀଙ୍କ ଉପରେ 5ଟି ଓ ମୋ ସରକାରର ପ୍ରଭାବ ପଡିଲା ପରି ଲାଗୁନି । ଅର୍ଥାତ କର୍ମଚାରୀ ଓ ଅଧିକାରୀଙ୍କ ଭୟ ରହିବା ପରି ଓ ମାନସିକତାରେ ପରିବର୍ତ୍ତନ ହେବାପରି ଅନୁଭବ ହେଉନି । ସେ ଥାନା ବାବୁ ହୁଅନ୍ତୁ କି ଆଜିର ଧରା ପଡିଥିବା ଅମିନ ହୁଅନ୍ତୁ । ଦୁର୍ନୀତି ଚାଲିଛି ଟ୍ରାନ୍ସପରେଣ୍ଟଲି । 

ବାରିପଦା ତହସିଲ ଅଧିନ ଆରଆଇ ୩ର ଅମୀନ ତଥା ବଡ଼ସାହି ଡାହିସାହି ଅଂଚଳର ଗୌତମ ସିଂ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ୟୁନିଟ ଟ୍ରାପରେ  ଧରାପଡ଼ିଲା । ଏକ ଜମିଜମା ଦାଖଲ ଖାରଜ ମିସକେଶରେ ମାପ କରି ରିପୋର୍ଟ ଦେବା ନିମନ୍ତେ ବାରିପଦା ୱାର୍ଡ ନମ୍ବର ୨ ଏଲଆଇସି ଅଫିସ ନିକଟ ଆଶୁତୋଷ ମହାନ୍ତିଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିବା ବେଳେ ଧରାପଡ଼ିଲା । ଅଭିଯୁକ୍ତ ଅମୀନ ଜଣେ ପୁଲିସ ବିଭାଗର କାର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି ।

0
0
0
s2sdefault