ହେଡଲାଇନସ୍:

ହେମାମୁରା ଗ୍ରାମରେ ହାତୀ ମାନଙ୍କର ତାଣ୍ତବ ଳିଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ / ଶାସକ ପ୍ରଶାସକ: ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ଲୁହାପଙ୍କ ରେଞ୍ଜ୍ ହେମାମୁରା ଗ୍ରାମ ର ହରିହର ବେହେରା,ନିରାକାର ବେହେରା,ବିର ପ୍ରଧାନ,ତ୍ରିପୁର ବେହେରା,ଗୌର ବେହେରା,ବିଶ୍ୱାମିତ୍ର ବେହେରା,ବିନ ବେହେରା ଙ୍କ ବିଲରେ ଗତ କାଲି ରାତି ୧୦ ଟାରେ ୧୪ଟି ହାତୀ ଆସି ତାଣ୍ଡବ ଳିଳା କରି ପ୍ରାୟ ୧୦ରୁ୧୫ ଏକର  ଧାନ ଫସଲ ନଷ୍ଟ କରିଦେଇଛନ୍ତି I ବନ କର୍ମଚାରି ମାନେ ଯେତେ ଚେଷ୍ଟା କଲେ ମଧ୍ୟ ହାତୀ ମାନଙ୍କୁ ଘୋଉଡାଇ ବାରେ ବିଫଳ ହେଇଥିଲେ I

0
0
0
s2sdefault