ହେଡଲାଇନସ୍:

ନେହେରୁ ଯୁବକ ସଂଗଠନ ଓ ଶିବମ୍ ୟୁଥ୍ କ୍ଲବ ପକ୍ଷରୁ ଭିଜିଲାନ୍ସ ଡେ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅର୍ଡାବାହଲ ଠାରେ ଭିଜିଲାନ୍ସ ଡେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦୁର୍ନୀତି କୁ କିପରି ରୋକାଯାଇ ପାରିବ ତାହାନେଇ ଏକ ବୈଠକ ହୋଇଥିଲା ତାହା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ କେଶେଇବାହଲ କଲେଜ ଅଧ୍ୟାପକ ସରୋଜ କୁମାର ଦାସ, ସମ୍ମାନିତ ଅତିଥି ସମାଜସେବୀ ମଧୁସୁଦନ ପ୍ରଧାନ , ଯୋଶୋବନ୍ତ ବଢ଼େଇ, କେଶବ କିସାନ, ସ୍ବେଚ୍ଛାସେବୀ ପ୍ରବୀର ବେହେରା ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋସନ୍ କୁମାର ସାହୁ, ନିରୋଜ ସାହୁ,ବିକାଶ ସେଠୀ, ନିର୍ମଳ ସାହୁ, ବରୁଣ ସାହୁ, ଜିତେନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault