ହେଡଲାଇନସ୍:

 ଅଚାନକ ବୌଦ୍ଧ ଜିଲ୍ଲା ଗସ୍ତରେ  ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ବୌଦ୍ଧ / ମୋତୀଲାଲ ଯୋଶୀରା ): ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଚାନକ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ | ବୋୖଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ କଣ୍ଟମାଲ ବିଧାୟକ ମହିଧର ରଣାଙ୍କ ସହ ମିଶି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ବ୍ୟବସ୍ଥା  ଯାଞ୍ଚ କରିବା ସହିତ ପିଲାଙ୍କ ସହିତ ଆଲୋଚନା କରିଥିଲେ। ତାପରେ ବୌଦ୍ଧର ଆହାର କେନ୍ଦ୍ରକୁ ଯାଇ ଆହାର ଖାଇବା ସେ ତାହାର ପରିଚ୍ଛନ୍ନତା ଓ ଗୁଣାତ୍ମକ ମାନକୁ ଯାଞ୍ଚ କରିଥିଲେ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ଦୁଇ ବିଧାୟକ। ପ୍ରଥମେ 5ଟି ସଚିବ ଭି କାର୍ତ୍ତିକେୟଂ ପାଣ୍ଡିଆନଙ୍କ ଗସ୍ତ ଆଉ ତନାଘନା ସର୍ବୋପରି ଏବେ ଏବେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଅଚାନକ ଗସ୍ତ ସାଙ୍ଗକୁ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇବା ଜିଲ୍ଲା ପ୍ରଶାସନକୁ ଟିକେ ତତ୍ପର କରାଇବା ଭଳି ଅନୁଭବ ହେଉଛି | 

                                                                                                                                                                                                                      

 

 

0
0
0
s2sdefault