ହେଡଲାଇନସ୍:

ବିଜେଡି ପାଇଁ ପ୍ରଚାର ଆରମ୍ଭ କଲେ ଅଶୋକ ପାଣିଗ୍ରାହୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ ଦୁଇ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିଜେପୁର ଉପନିର୍ବାଚନ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ଗତକାଲି ଘୋଷଣା କରିଥିବା  ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ସିଧାସଳଖ ମଇଦାନକୁ ଓହ୍ଲାଇଛନ୍ତି | ଆଜି ସନ୍ଧ୍ୟାରେ ବରପାଲି ବ୍ଲକ ପାଟକୁଳୁଣ୍ଡା ପଞ୍ଚାୟତ ରୁ ବିଜେଡି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି । ଗତ କାଲି ସେ କହିଥିଲେ ଯେ ସେ ବର୍ତମାନ ବିଜେଡି ରେ ମିଶିବେ ନାହିଁ କିନ୍ତୁ ବିଜେଡି ପ୍ରାର୍ଥୀ ଙ୍କୁ ପୂର୍ଣ ସମ୍ମର୍ଥନ କରିବେ । ଏହିକ୍ରମରେ  ଶ୍ରୀ ପାଣିଗ୍ରାହୀ ଆଜି ସନ୍ଧ୍ୟା ରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

 

0
0
0
s2sdefault