ହେଡଲାଇନସ୍:

୧୮୦ ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ମାଗଣାରେ ପାଠ୍ୟ ସାମଗ୍ରୀ ବଣ୍ଟନ   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ସଦରମହକୁମା ଠାରେ ଉପହାର ହୃଦୟ ସଂସ୍ଥା ଦ୍ୱାରା ଗରିବ ଶ୍ରେଣୀର  ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲାମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଆଦି ସମଗ୍ରୀ ବଣ୍ଟନ କରାଯାଇଛି। 

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ  ନିର୍ଦ୍ଦେଶକ ରଜତ କୁମାର ପାଣି ,ସମ୍ମାନୀୟ ଅତିଥି ଭାବେ ମ୍ୟାନେଜର ବି ଏସ ପାଲ, ରଜତ କର, ଆମ୍ବେର୍ସ ରାଉଳ, ଏସ.କେ ଦୀପ ପ୍ରମୁଖ ଉପସ୍ଥିତ ରହି ୧୮୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଉପହାର ପ୍ରଦାନ କରିଥିଲେ। ଉପହାର ସଂସ୍ଥା ପକ୍ଷରୁ ଗରିବ ପିଲାମାନଙ୍କୁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରର କିଛି ଅଞ୍ଚଳରେ ଶିକ୍ଷାର ଉନ୍ନତି ନିମନ୍ତେ  ଶିକ୍ଷା କେନ୍ଦ୍ର ଓ ଡେ କେୟାର ସେଣ୍ଟର ଖୋଲି ମାଗଣାରେ ପିଲାମାନଙ୍କୁ ଶିକ୍ଷାର ଉନ୍ନତି ନିମନ୍ତେ ଅନେକ କାର୍ଯ୍ୟକ୍ରମ କରିଆସୁଛନ୍ତି । ସମସ୍ତ କର୍ଯ୍ୟକ୍ରମକୁ ସଂସ୍ଥା ର ଗୁମ୍ମା କର୍ମକର୍ତ୍ତା ଅସମତ ପାଣି, ନୟନାନନ୍ଧ ମିତାଞ୍ଜାଳ ପରିଚାଳନା  କରିଥିଲେ ।

 

0
0
0
s2sdefault