ହେଡଲାଇନସ୍:

ଯାତ୍ରୀମାନଙ୍କ ନିମନ୍ତେ ଓଏସ୍ଆର୍ଟିସି ପକ୍ଷରୁ ନିଶୁଲ୍କ ଟେଲିଫୋନ ସେବା ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫ "ଟି' ମନ୍ତ୍ରର ଗୁରୁତ୍ୱ ଉପଲବ୍ଧି କରି ଅଧିକ  ସ୍ୱଚ୍ଛତା ରକ୍ଷା ସହ ଯାତ୍ରୀମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏକ ଟେଲିଫୋନ ସେବା ଆରମ୍ଭ କରିଛି | ଟେଲିଫୋନରେ ଯାତ୍ରୀ ମାନେ ନିଗମ ପରିଚଳିତ ବସଗୁଡ଼ିକ ସଂପର୍କରେ ତଥ୍ୟ ପାଇବା ସହିତ ମୂଲ୍ୟବାନ ମତାମତ ତଥା ସମସ୍ୟା ଉ ପସ୍ଥା ପନ କରି ସମାଧାନର ମାର୍ଗ ପାଇ ପାରିବ |

ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟେଲିଫୋନଟି ନିଗମ କାର୍ଯ୍ୟଳୟଠାରେ ଦିବାରାତ୍ରି କାର୍ଯ୍ୟ କରିବ | ଯାତ୍ରୀମାନଙ୍କଠାରୁ ପ୍ରାପ୍ତ ମତାମତକୁ ଗୁରୁତ୍ୱ ଦେଇ ନିଗମ ମଧ୍ୟ ଆବଶ୍ୟକୀୟ ପଦକ୍ଷେ ପ ଗ୍ରହଣ କରିବା ଏହି ନିଶୁଲ୍କ  ଟେଲିଫୋନ ନମ୍ବରଟି ହେଉଛି` ୧୮୦୦-୩୪୫-୧୧୨୨ା

0
0
0
s2sdefault